ଡୋମିନିଅନ୍ ଷ୍ଟେଟସ୍

ଡୋମିନିଅନ୍ ଷ୍ଟେଟସ୍

ଉଚ୍ଚାରଣ

ସମ୍ପାଦନା
  • (file)

ବୈଦେଶିକ - ବି(ଇଂ) (ଆଧୁନିକ ପ୍ରୟୋଗ)

ସମ୍ପାଦନା

ଇଂରାଜି ସାମ୍ରାଜ୍ୟର କାନେଡ଼ା, ଅଷ୍ଟ୍ରେଲିଆ ଆଦି

ସ୍ୱାୟତ୍ତଶାସନାଧୀନ ରାଜ୍ୟମାନଙ୍କର ଶାସନ ରୀତି ଓ ରାଜନୀତିକ ଅବସ୍ଥା —Dominion status.

[ ଦ୍ର—ବର୍ତ୍ତମାନ ଅଧିକାଂଶ ଭାରତବାସୀ ଭାରତବର୍ଷ ନିମନ୍ତେ ଡୋମିନିଆନ୍ ଷ୍ଟେଟସ୍ ଇଂରେଜ ସରକାରଙ୍କଠାରୁ ଦାବୀ କରୁ ଅଛନ୍ତି ଓ ୧୯୨୮: ସାଲର ନେହେରୁଙ୍କ ରିପୋର୍ଟରେ ଓ ବିଲାତର ରାଉଣ୍ଡଟେବୁଲ୍ କନ୍ଫରେନ୍ଲରେ ଅଧିକାଂଶ ଭାରତୀୟ ପ୍ରତି— ନିଧିଙ୍କଦ୍ୱାରା ଏକଥା ସମର୍ଥିତ ହୋଇଅଛି ]