ଡେର

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

୧ : ଠିଆ ବାଗ; କୌଣସି ବସ୍ତୁର ଅଗ୍ରଭାଗ କାନ୍ଥ ବା ବାଡ଼ ପାଖକୁ ସଂଲଗ୍ନ କରି ତାହାକୁ ଠିଆ କରି ରଖିବାର ଅବସ୍ଥା —୧. Leaning position of a thing.

୨. ଠିଆ (ଦେଖ) - —୨. Ṭhia (See)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

ସମ୍ପାଦନା

ଡେଙ୍ଗା —Tall.