ଡେମ୍ଫ ନାଗରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଦଫ୍; ଉଫ୍—ଫାରାସୀ - ନାଗରା) ସମ୍ପାଦନା

୧. ଡେମ୍ଫ ୨ —୧. Ḍempha ୨.
୨. ଏକତ୍ର ବାଜିବା ଡେମ୍ଫ ଓ ନାଗରା ନାମକ ବାଦ୍ୟଦ୍ୱୟ —୨. A pair of kettle-drums slightly differing from each other, sounded together.

[ ଦ୍ର—ନାଗରା ହାଣ୍ଡି ଆକୃତି, ମୁହଁରେ ଚମଡା ଛୁଆଣି ହୋଇଥାଏ ଡେମ୍ଫର ଆକୃତି ଚାଙ୍ଗୁଡି ପରି ଏହାର ଏକ ମୁଣ୍ଡରେ ଚମଡା ଛାଆଣି ହୋଇଥାଏ ଓ ଅନ୍ୟ ମୁଣ୍ଡଟି ଖୋଲା ଥାଏ ଡେମ୍ଫକୁ ଜଣେ ଲୋକ ଦୁଇ ହାତରେ ୨ ଖଣ୍ଡ କାଠି ଧରି ବଜାଏ, କିନ୍ତୁ ଡେମ୍ଫ ନାଗରା ଏକତ୍ର ବଜା ହେଲାବେଳେ ବା ହାତରେ ନାଗରାକୁ ଖଣ୍ଡିଏ କାଠିରେ ଓ ଡାହାଣ ହାତରେ ନାଗରାକୁ ଗୋଟିଏ କାଠିରେ ଏକସମୟରେ ବଜାଯାଏ ]