ଡେମ୍ଫ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ) ସମ୍ପାଦନା

୧ : ପତ୍ର, ଫୁଲ ଓ ଫଳ ଆଦିର ବୃନ୍ତ ବା ନାଡ଼ — ୧. Stalk; petiole; foot-stalk (of a fruit, flower or leaf.

୨. ପ୍ରାଦେଶ ପରିମାଣ; ବିସ୍ତାରିତ କରତଳର ବୁଢ଼ା ଆଙ୍ଗୁଠିର ଅଗରୁ ବିଶି ଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ବିସ୍ତାରର ପରିମାଣ —୨. The span of the stretched-out palm between the tips of the thumb and the fore finger.

[ ଦ୍ର—ବିସ୍ତୃତ କରତଳର ବୁଢ଼ା ଆଙ୍ଗୁଠିର ଅଗଠାରୁ କାଣୀ ଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ବିସ୍ତୃତିକୁ ଚାଖଣ୍ଡ ବୋଲାଯାଏ ]

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଦଫ୍; ଡଫ୍) ସମ୍ପାଦନା

କାଠ, ତମ୍ୱା ବା ପିତଳର ଏକପ୍ରକାର ଛୋଟ ଆନଦ୍ଧ ବାଦ୍ୟ; ଡମ୍ଫ (ଏହାର 'ଆକାର' ଡାଲା ପରି; ଏହାର ଗୋଟାଏ ପାଖ ଚମଡାରେ ଆବୃତ ଓ ଆଉ ଗୋଟାଏ ପାଖ ମେଲା ଥାଏ, ଏହା ୨ ଖଣ୍ଡ କାଠିଦ୍ୱାରା ୨ ହାତରେ ବଜାଯାଏ) — A kind of small shallow kettle-drum covered with hide on one side; tabor.