ଡେଣା
ଡେଣା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଡୀ ଧାତୁ; ଡୀନ; ଡୟନ)
ସମ୍ପାଦନା- ୧. ପକ୍ଷୀମାନେ ଯେଉଁ ପକ୍ଷ ସାହାଯ୍ୟରେ ଉଡ଼ନ୍ତି — ୧. Wings; pinion (of bird).
ଏବେ ଡେଣା ଶୁଖାଉ ଅଛି ଦେଖ ଭାଇ କୃଷ୍ଣସିଂହ. ମହାଭାରତ ବନ
- ୨. ମାଛମାନେ ଯେଉଁ ପକ୍ଷ ସାହାଯ୍ୟରେ ପହଁରନ୍ତି — ୨. Fins (of fishes).
ଅନୁବାଦ
ସମ୍ପାଦନାଡେଣା
|
- ୩. ମନୁଷ୍ୟର ବାହୁ; ବାହା; ହାତର ମୂଳଭାଗ — ୩. Arm (of a man).
ଚାଲିଲା ବେଳେ ଦୋହଲାଇ ଦୁଇ ଡେଣା ହୋଇଥାଏ ଧନମଦେ ବୁଦ୍ଧିବଣା କୃଷ୍ଣସିଂହ. ମହାଭାରତ. ଶାନ୍ତି
- ୪. (ଲକ୍ଷଣାର୍ଥ) ମନୁଷ୍ୟର ପ୍ରଧାନ ସହାୟ — ୪. (figurative) The chief source of a man's strength; chief help; the 'right hand' of a person.