ଡୁଙ୍ଗ୍ରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଡୁଙ୍ଗୁରି—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର ଓ ସିଂହଭୂମ) ବିଶେଷ୍ୟ - (ସଂସ୍କୃତ - ଟଙ୍କ, ତୁଙ୍ଗ, ତୁଳ. ଏହି ଅର୍ଥରେ ହିନ୍ଦୀ - ଏହି ଶବ୍ଦ) ସମ୍ପାଦନା

କ୍ଷୁଦ୍ର ଗିରି; ପାହାଡ଼; ମୁଣ୍ଡିଆ —Hillock; a hill.