ଡୁଙ୍ଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଯୁଜ ଧାତୁରୁ ଯୋଗ) ସମ୍ପାଦନା

୧. ଶଗଡ଼ର ଭିନ୍ନ ଭିନ୍ନ ଅଂଶକୁ ଏକତ୍ର ସଂଯୋଜିତ କରି କାର୍ଯ୍ୟରେ ଉପଯୁକ୍ତ କରିବା — ୧. To put the different parts of a cart together so as to make the cart ready for use.
୨. ଝାଙ୍କିବା; ଲୁଚିକରି ଚାହିଁବା — ୨. To deep; to look from a covert.

(ଡୁଙ୍ଗେଇବା—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) କ୍ରି. ସମ୍ପାଦନା

ଡୁଙ୍ଗ୍ୱା (ଦେଖ) - Ḍuṅg-bā (See)