ଡି.ଆଇ.ଜି.

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ସାଙ୍କେତିକ)

ସମ୍ପାଦନା

ପୁଲିସ ଆଦି ବିଭାଗର ପ୍ରାଦେଶିକ ଅଧଅୟକ୍ଷଙ୍କ ସହକାରୀ; ଡେପୁଟି ଇନ୍ସପେକ୍ଟର ଜେନରାଲର ୩ ଗୋଟି ବଡ ଶବ୍ଦର ଆଦ୍ୟ ଇଂରାଜି ଅକ୍ଷର ସମ୍ୱଳିତ ସାଙ୍କେତିକ —D. I. G; abbreviation for Deputy Inspector General of Police or other department.