ଡିହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଡିହୀ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଡୀହ ବା ଦେହ=ଗ୍ରାମ ସମଷ୍ଟି; ତୁଳ. ସଂସ୍କୃତ - ଦେଶ) ସମ୍ପାଦନା

୧. ମାଟିର ଗଦା ବା ଢିପ — ୧. Mount of earth.
୨. ବାସଯୋଗ୍ୟ ଉଚ୍ଚ ଭୂମି — ୨. A high habitable ground.
୩. ଯେଉଁ ଜମି ଉପରେ ଘର ତୋଳା ଯାଏ — ୩. Site of dewelling.
୪. ଯଷ୍ଟିର ସ୍ଥୂଳ ଅଶ୍ରଦ୍ୱାରା ଭୂଷା — ୪. A push or poke with the butt or thick end of a rod.
୫. ଏକ ତହସିଲଦାରଙ୍କ ଅଧୀନ କେତେ ଗୋଟି ଗ୍ରାମର ସମଷ୍ଟି —୫. An aggregate of some villages under one rent-collector.

ଦେଶଜ - ବିଶେଷଣ - ସମ୍ପାଦନା

ଡିହି (ଦେଖ) - —Ḍihi (See)

ପ୍ରାଦେଶିକ - (ଯାଜପୁର)ବିଶେଷଣ - ସମ୍ପାଦନା

ଢିପ (ଜମି) High land; upland.