ଡିହ
ଡିହ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଡିହୀ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଡୀହ ବା ଦେହ=ଗ୍ରାମ ସମଷ୍ଟି; ତୁଳ. ସଂସ୍କୃତ - ଦେଶ)
ସମ୍ପାଦନା- ୧. ମାଟିର ଗଦା ବା ଢିପ — ୧. Mount of earth.
- ୨. ବାସଯୋଗ୍ୟ ଉଚ୍ଚ ଭୂମି — ୨. A high habitable ground.
- ୩. ଯେଉଁ ଜମି ଉପରେ ଘର ତୋଳା ଯାଏ — ୩. Site of dewelling.
- ୪. ଯଷ୍ଟିର ସ୍ଥୂଳ ଅଶ୍ରଦ୍ୱାରା ଭୂଷା — ୪. A push or poke with the butt or thick end of a rod.
- ୫. ଏକ ତହସିଲଦାରଙ୍କ ଅଧୀନ କେତେ ଗୋଟି ଗ୍ରାମର ସମଷ୍ଟି —୫. An aggregate of some villages under one rent-collector.
ଦେଶଜ - ବିଶେଷଣ -
ସମ୍ପାଦନାଡିହି (ଦେଖ) - —Ḍihi (See)
ପ୍ରାଦେଶିକ - (ଯାଜପୁର)ବିଶେଷଣ -
ସମ୍ପାଦନାଢିପ (ଜମି) High land; upland.