ଡିନର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଡିନାର୍—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଡିନ୍ନର୍) ସମ୍ପାଦନା

ସାହେବମାନଙ୍କ ମଧ୍ୟାହ୍ନ ବା ଦିନର ପ୍ରଧାନ ଭୋଜନ —Dinner.

[ ଦ୍ର—ଏହା ରାତି ୮ଟା ବେଳେ ଖିଆ ଯାଏ]

୨. ସାହେବୀ ଖାନା —୨. European meal.