ଡିଗ୍ରୀ ଡିସମିସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଡିଗ୍ରୀ ଡିସିମିସି, ଡିଗ୍ରୀ ଢିସ୍(ସି)ମିସ୍(ସି)ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଇଂ) (ବିପରୀତାର୍ଥ ସହଚର) ସମ୍ପାଦନା

୧. ମକଦ୍ଦମାରେ ଜୟଲାଭ ଓ ପରାଜୟ — ୧. A case being decreed in one's favour or dismissed against him.
୨. ଅନୁକୂଳ ଓ ପ୍ରତିକୂଳ ଆଦେଶ — ୨. Favourable and unfavourable orders.