ଡିଗ୍ରୀ ଟଙ୍କା
ଡିଗ୍ରୀ ଟଙ୍କା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଡିଗ୍ରୀ ଟଙ୍କା
|
ଦେଶଜ - ବିଶେଷ୍ୟ -(କଚିରିଆ ଭାଷା)
ସମ୍ପାଦନାଡିଗ୍ରୀଦାର୍ ଦେଣଦାର୍ ଠାରୁ ପାଇବା ପାଇଁ ଅଦାଲତ ଡିଗ୍ରୀ ଦେଇଥିବା ଟଙ୍କା; ଜର ଡିଗ୍ରୀ —Decretal amount.
[ଦ୍ରଷ୍ଟବ୍ୟ —ଡିଗ୍ରୀ ଟଙ୍କା ଆଦାୟ ହେବା ପାଇଁ ଦେଣଦାରର୍ ଚଳନ୍ତି ଓ ଅଚଳନ୍ତି ସମ୍ପତ୍ତି ନିଲାମ ହୁଏ ଏବଂ ଦେଣଦାର୍ର ଶରୀରରୁ (ଅର୍ଥାତ୍ ଡିଗ୍ରୀ ଟଙ୍କା ଆଦାୟ ହେବା ପର୍ଯ୍ୟନ୍ତ ଦେଣଦାରକୁ ଗିରଫ କରାଇ ଦେବାନ୍ଫାଟକରେ ବନ୍ଦୀ କରି ରଖିବା ଦ୍ୱାରା) ମଧ୍ୟ ଡିକ୍ରି ଡିଗ୍ରୀ ଟଙ୍କା ଆଦାୟ କରା ଯାଏ]