ଡିଗ୍ରୀ ଜାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ ଭାଷା) ସମ୍ପାଦନା

(ଇଂ ଡିଗ୍ରୀ ଓ ଫାରାସୀ - ଜାରୀ ଅଦାଲତଙ୍କ ନିଷ୍ପତ୍ତିକୁ କାର୍ଯ୍ୟରେ ପରିଣତ କରାଯିବାର ପଦ୍ଧତି —Execution of a judicial decree or order.

ମକଦ୍ଦମାର ଏତାଲାନାମା ଡ଼ିଗ୍ରୀକାରୀ ପରୁଆଜା ସବୁ ନୋ ପାଖରେ ଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ