ଡିଆଁ ଡ଼େଇଁ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

ସମ୍ପାଦନା
୧. କୁଦା; ଲମ୍ଫ — ୧. Jump; leap.
୨. ଦଉଡ଼ିବା —୨. Running; bounding along; frisking.
୩. ଏକାଧିକଥର ଡେଇଁବା କର୍ମ; କୁଦାକୁଦି; ଲମ୍ଫଝମ୍ପ — ୩. Repeated leaping.