ଡି
ଡି
ଉଚ୍ଚାରଣ
ସମ୍ପାଦନା(ଡିଃ—ଅନ୍ୟରୁପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ.
ସମ୍ପାଦନାଡି ଡ (ଦେଖ) - Ḍi ḍi (See)
ଦେଶଜ - ବିଶେଷ୍ୟ - (କଚେରିଆ ବ୍ୟବହାର)
ସମ୍ପାଦନା- ୧. ଡିଗ୍ରୀର ସାଙ୍କେତିକ — ୧. Abbreviation for the word decree.
(ଯଥା—ଡିଗ୍ରୀଦାର=ଡି: ଦାର; ଡିଗ୍ରୀଡାରି=ଡି: ଜାରି)
- ୨. ଏକରର ଶହେଭାଗରୁ ଏକଭାଗ ବା ଡିସିମିଲ୍ର ସାଂଙ୍କେତିକ ଚିହ୍ନ —୨. Abbreviation for the word decimal of an acre.