ଡା ଡା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ଅ ସମ୍ପାଦନା

ଗୀତ ବୋଲିବା ପୂର୍ବରୁ ଉଚ୍ଚାରିତ ସ୍ୱରବନ୍ଧ — Recitation of a musical air by the singer before begining to sing a song.

[ ଦ୍ର—ବୋଲାଯିବା ଗୀତର ଅକ୍ଷର ଓ ଯତିକୁ ମିଳାଇ ପ୍ରଥମେ ଡା, ଡାରେ ଆଦି ବୋଲି ତା ପରେ ଗାୟକ ଗୀତ ବୋଲିବାକୁ ଆରମ୍ଭ କରନ୍ତି ]