ଡାହି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବୃକ୍ଷର ଡାଳ — ୧. Branch
୨. ଛୋଟ ଡାଳ —୨. Small branch

ପୁଷ୍ପିତ ଏବେ ତୋର ହୋଇଛି ଡାହି—ମଧୂସୁଦନ. ଉତ୍ତର ରାମଚରିତ

ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ପାର୍ବତ୍ୟ ଜଙ୍ଗଲ ===

ଡାହି କାଟି ବିରିଙ୍ଗା ମାରି ଫସଲ କାଉ ଥିଲୁଁ— ଉତ୍କଳ ସାହିତ୍ୟ ୩୫୮, ୩୧୬: ପୃଷ୍ଠା