ଡାହାଣୀ ଖାଇବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ପୁଅ ରୋଗ; ଶିଶୁକୁ ଡାହାଣୀ ଦୃଷ୍ଟି କରିବା ଯୋଗୁଁ ଶିଶୁ ଶୀର୍ଣ୍ଣ ହେବା — Possession of children by a witch; rickets; infantile marasmus.