ଡାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ; ଦଳିକ; ଦାରୁ) ସମ୍ପାଦନା

୧. ବୃକ୍ଷଶାଖା — ୧. Bough; branch (of a tree).
୨. (ଲକ୍ଷଣାର୍ଥ) ଋଣ ଦିଆଯାଇଥିବା ମୂଳଧନ ଉପରେ ହିସାବ ହେବା ସୁଧ —୨. (figurative) Interest accruing on capital.
୩. (ଲକ୍ଷଣାର୍ଥ) ସନ୍ତାନ ସନ୍ତତି — ୩. (figurative) Offspring.