ଡାଳ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳ; ଦଳିକ; ଦାରୁ)

ସମ୍ପାଦନା
୧. ବୃକ୍ଷଶାଖା — ୧. Bough; branch (of a tree).
୨. (ଲକ୍ଷଣାର୍ଥ) ଋଣ ଦିଆଯାଇଥିବା ମୂଳଧନ ଉପରେ ହିସାବ ହେବା ସୁଧ —୨. (figurative) Interest accruing on capital.
୩. (ଲକ୍ଷଣାର୍ଥ) ସନ୍ତାନ ସନ୍ତତି — ୩. (figurative) Offspring.