ଡାମ୍ଫଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଡାଫଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ମୋଟଲୁଗା, ବସ୍ତା ଓ ଚମଡା ଆଦି ସିଲାଇ କରିବାର ବଡ଼ ଛୁଞ୍ଚି; ଫୋଡ଼ଣୀ —Packing needle; big needle for sewing coarse stuff (e.g. gunny); awl.