ଡାବ ଛଣ

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ସଂସ୍କୃତ - ଦାବ=ଆରଣ୍ୟ)

ସମ୍ପାଦନା

ଜଙ୍ଗଲରେ ହେବା ଏକପ୍ରକାର ତୃଣ — A kind of thatching grass growing wild.

[ ଦ୍ର—ଏହାକୁ କାଟି ଆଣି ଗରିବ ଲୋକେ ଏଥିରେ ଘର ଛୁଆଣି କରନ୍ତି ]