ଡାବଲ ପୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗୁଚି ତାଣ୍ଡୁ ଖେଳ; ଗୁଲି ଡାଙ୍ଗ ଖେଳ; ଗୋରୁ ଜଗୁଆଳ ଓ ଅନ୍ୟ ପିଲାମାନେ ଖଣ୍ଡେ ବାଡ଼ି (ଡାବଲ) ଓ ଖଣ୍ଡେ ଛୋଟ କାଠିଦ୍ୱାରା ଖେଳିବା ଖେଳ —A game played by urchins and cowherd boys with a stick and a small peg.