ଡାଫରା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଦେଶଜ - ବିଶେଷ୍ୟ - (ଇଂରାଜୀ - ବଫ୍ଫର୍)

ସମ୍ପାଦନା

ଅନ୍ୟ ଜାହାଜ ବା ଅନ୍ୟ କିଛି ଦୃଢ଼ ବସ୍ତୁ ସହିତ ଧକ୍କା ବାଜିଲେ ଧକ୍କାର ଚୋଟ ā

କମ୍ କରିବା ପାଇଁ ଜାହାଜ ବା ବୋଟ କଡ଼ରେ ଝୁଲୁଥିବା ଦଉଡ଼ିର ମୁଚୁଳା — Buffer (attached to the side of a boat or ship to deaden the violence of a collision).