ଡାକ ସଂକ୍ରାନ୍ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ମେଦିନୀପୁର; ଉତ୍ତର ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଗର୍ଭଣା ସଂକ୍ରାନ୍ତି — Garbhaṇā Saṁkrānti.

[ ଦ୍ର—ବଙ୍ଗଦେଶରେ ଏ ଦିନ କ୍ଷେତରୁ ପାଣି ଆଣି ଦେହରେ ଛିଞ୍ଚି ହେଲେ ମନୁଷ୍ୟ ବର୍ଷକ ପାଇଣ ନୀରୋଗ ହୁଏ]