ଡାକ ଲଫାଫା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଓ. ଡାକ ଓ ଇଂରାଜୀ - ଲିଫାଫା=ମୁଣା) ସମ୍ପାଦନା

୧. ଯେଉଁ କାଗଜମୁଣିରେ ଚିଠି ଆଦି ଭର୍ତ୍ତି କରାଯାଇ ଡାକରେ ପ୍ରେରିତ ହୁଏ — ୧. Postal cover or envelope.
୨. ଡାକ ଟିକଟ ମରାଯାଇଥିବା ଲଫାପା, ଯାହା ଡାକଘରେ ବିକ୍ରି କରାଯାଏ —Stamped postal envelope.