ଡାକ ଲଫାପା
ଡାକ ଲଫାପା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଡାକ ଲଫାପା
|
ଦେଶଜ - ବିଶେଷ୍ୟ - (ଓ. ଡାକ ଓ ଇଂରାଜୀ - ଲିଫାଫା=ମୁଣା) ସମ୍ପାଦନା
- ୧. ଯେଉଁ କାଗଜମୁଣିରେ ଚିଠି ଆଦି ଭର୍ତ୍ତି କରାଯାଇ ଡାକରେ ପ୍ରେରିତ ହୁଏ — ୧. Postal cover or envelope.
- ୨. ଡାକ ଟିକଟ ମରାଯାଇଥିବା ଲଫାପା, ଯାହା ଡାକଘରେ ବିକ୍ରି କରାଯାଏ —Stamped postal envelope.