ଡାକ ଲଫାପା
ଡାକ ଲଫାପା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଡାକ ଲଫାପା
|
ଦେଶଜ - ବିଶେଷ୍ୟ - (ଓ. ଡାକ ଓ ଇଂରାଜୀ - ଲିଫାଫା=ମୁଣା)
ସମ୍ପାଦନା- ୧. ଯେଉଁ କାଗଜମୁଣିରେ ଚିଠି ଆଦି ଭର୍ତ୍ତି କରାଯାଇ ଡାକରେ ପ୍ରେରିତ ହୁଏ — ୧. Postal cover or envelope.
- ୨. ଡାକ ଟିକଟ ମରାଯାଇଥିବା ଲଫାପା, ଯାହା ଡାକଘରେ ବିକ୍ରି କରାଯାଏ —Stamped postal envelope.