ଡାକ ରେଜେଷ୍ଟରି
ଡାକ ରେଜେଷ୍ଟରି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଡାକ ରେଜେଷ୍ଟରି
|
ଡାକ ରେଜିଷ୍ଟିରି, ଡାକ ରେଜେଷ୍ଟେରିଅନ୍ୟରୂପ
ଦେଶଜ - ବିଶେଷ୍ୟ - (ଓ. ଡାକ ଓ ଇଂରାଜୀ - ରେଜିଷ୍ଟ୍ରେସନ୍)
ସମ୍ପାଦନାଚିଠି ପତ୍ରାଦି ନିରୂପିତ ସ୍ଥାନରେ ନିଃସନ୍ଦେହ ପହୁଞ୍ଚିବା ପାଇଁ ପ୍ରେରକ ସାଧାରଣ ଡାକମାସୁଲ ଅପେକ୍ଷା ଅଧିକ ମାସୁଲ ଦେଇ ଚିଠି ପଠାଇବା ବିଷୟ ଡାକଘରର ପୁସ୍ତକରେ ଲିପିବଦ୍ଧ କରାଇବା ବିଧି —Postal registration.
ଦେଶଜ - ବିଶେଷଣ -
ସମ୍ପାଦନାଯେଉଁ ପତ୍ର ବା ପାକେଟ୍ ପୋଷ୍ଟଅଫିସରେ ରେଜି— ଷ୍ଟରି କରାଯାଇ ଥାଏ —Registered by post (letter or packet).