ଡାକ ରେଜିଷ୍ଟରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଡାକ ରେଜିଷ୍ଟିରି, ଡାକ ରେଜେଷ୍ଟେରିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଓ. ଡାକ ଓ ଇଂରାଜୀ - ରେଜିଷ୍ଟ୍ରେସନ୍) ସମ୍ପାଦନା

ଚିଠି ପତ୍ରାଦି ନିରୂପିତ ସ୍ଥାନରେ ନିଃସନ୍ଦେହ ପହୁଞ୍ଚିବା ପାଇଁ ପ୍ରେରକ ସାଧାରଣ ଡାକମାସୁଲ ଅପେକ୍ଷା ଅଧିକ ମାସୁଲ ଦେଇ ଚିଠି ପଠାଇବା ବିଷୟ ଡାକଘରର ପୁସ୍ତକରେ ଲିପିବଦ୍ଧ କରାଇବା ବିଧି —Postal registration.

ଦେଶଜ - ବିଶେଷଣ - ସମ୍ପାଦନା

ଯେଉଁ ପତ୍ର ବା ପାକେଟ୍ ପୋଷ୍ଟଅଫିସରେ ରେଜି— ଷ୍ଟରି କରାଯାଇ ଥାଏ —Registered by post (letter or packet).