ଡାକ ରିସାଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଓ. ଡାକ+ଆରବୀ - ଇର୍ସାଲ୍) ସମ୍ପାଦନା

ଡାକଦ୍ୱାରା ଟଙ୍କା ବା ଦ୍ରବ୍ୟାଦିର ପ୍ରେରଣ — Postal remittance.

ଦେଶଜ - ବିଶେଷଣ - ସମ୍ପାଦନା

ଡାକରେ ପ୍ରେରିତ (ଟଙ୍କା ଓ ଦ୍ରବ୍ୟ) — (money or article) Remitted by post.