ଡାକ ରସିଦ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଓ . ଡାକ+ଇଂରାଜୀ - ରିସିଟ୍) ସମ୍ପାଦନା

ମନିଅର୍ଡର ବା ରେଜିଷ୍ଟରି ଚିଠି ଆଦି ଡାକ ଘରେ ଅର୍ପଣ କରିବା ବ୍ୟକ୍ତିଙ୍କୁ ପୋଷ୍ଟମାଷ୍ଟର ଯେଉଁ ରସିଦ ଦିଅନ୍ତି — Postal receipt; postal acknowledgement for registererd letters and mony orders.