ଡାକ ମାସୁଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଡାକ ମାହାସୁଲ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଓ. ଡାକ. ଫାରାସୀ - ମହସୁଲ୍) ସମ୍ପାଦନା

ଡାକରେ ଚିଠି ବହିବା ପାଇଁ ଡାକବିଭାଗ ପ୍ରେରକମାନଙ୍କ ଠାରୁ ଆଦାୟ କରିବା ଶୁଳ୍କ —Cash paid to the post office in lieu of postage; postal charges.