ଡାକ ମାସୁଲ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଡାକ ମାହାସୁଲ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଓ. ଡାକ. ଫାରାସୀ - ମହସୁଲ୍)

ସମ୍ପାଦନା

ଡାକରେ ଚିଠି ବହିବା ପାଇଁ ଡାକବିଭାଗ ପ୍ରେରକମାନଙ୍କ ଠାରୁ ଆଦାୟ କରିବା ଶୁଳ୍କ —Cash paid to the post office in lieu of postage; postal charges.