ଡାକ ବସେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ବାଟ ମଝିରେ ମଝିରେ ଡାକଗାଡ଼ିର ଘୋଡ଼ା ଓ ଡାକସବାରିର ଗଉଡ଼ମାନଙ୍କର ବଦଳାବଦଳି ହେବାର ବନ୍ଦୋବସ୍ତ କରିବା — To arrange for keeping ready relays of horses and bearers at stages.