ଡାକ ବଦଳି
ଡାକ ବଦଳି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଡାକ ବୋହିବା ଘୋଡ଼ା ବା ବେହେରା ମାନଙ୍କ ପରିବର୍ତ୍ତନ —୧. Change of relays of horses or palky-bearers at staging places.
- ୨. ଜଣେ ଡାକ ରନର ନିର୍ଦ୍ଦିଷ୍ଟ ଦୂରତ୍ୱ ଅତିକ୍ରମ କରିବା ପରେ ପରବର୍ତ୍ତୀ ଦୂରତ୍ୱ ପାଇଁ ନିଯୁକ୍ତ ଡାକ ରନର ତା ଠାରୁ ଡାକ ମୁଣିର ଭାର ଗ୍ରହଣ କରିବା —୨. Change of the post-bag between ୨ runners.