ମୁଖ୍ୟ ସୂଚୀ ଦେଖିବେ

ଉଇକିଅଭିଧାନ β

ଡାକ ପାଣି କରିବା

ଡାକ ପାଣି କରିବା

ଓଡ଼ିଆସମ୍ପାଦନ କରନ୍ତୁ

ଉଚ୍ଚାରଣସମ୍ପାଦନ କରନ୍ତୁ


ଦେଶଜ - କ୍ରି.ସମ୍ପାଦନ କରନ୍ତୁ

ବିଦେଶପ୍ରସ୍ଥିତ ବ୍ୟକ୍ତିକୁ ଉଦ୍ୱିଗ୍ନ କରାଇ ଘରକୁ ଫେରାଇ ଆଣିବା ନିମନ୍ତେ ଗୁଣିଆଁଦ୍ୱାରା ଅଭିମନ୍ତ୍ରିତ ଜଳ ପ୍ରାୟୋଗ କରିବା — To employ charmed water for bringing a wandered back to his home.