ଡାକ ପାଣି କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

ବିଦେଶପ୍ରସ୍ଥିତ ବ୍ୟକ୍ତିକୁ ଉଦ୍ୱିଗ୍ନ କରାଇ ଘରକୁ ଫେରାଇ ଆଣିବା ନିମନ୍ତେ ଗୁଣିଆଁଦ୍ୱାରା ଅଭିମନ୍ତ୍ରିତ ଜଳ ପ୍ରାୟୋଗ କରିବା — To employ charmed water for bringing a wandered back to his home.