ଡାକ ନିଲାମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଓ ଡାକ+ପର୍ଟୁଗୀଜ. ଲୀଲାମ୍) ସମ୍ପାଦନା

ଯେଉଁ ପ୍ରକାଶ୍ୟ ବିକ୍ରିରେ ଖରିଦ୍ଦାର୍ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ; କୌଣସି ବସ୍ତୁ ବା ସମ୍ପତ୍ତି କିଣିବାପାଇଁ ଖରିଦ୍ଦାର୍ମାନେ ନିଜ— ନିଜର ଇପ୍ସିତ ଜରସମନ ଉଲ୍ଲେଖ କରି ଯେଉଁ ନିଲାମରେ ଡାକନ୍ତି —Public auction.

[ ଦ୍ର—ଡାକ ନିଲାମରେ ସମ୍ପତ୍ତି କିଣିବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କ ମଧ୍ୟରୁ ଯାହାର ଡାକ ସର୍ବୋଚ୍ଚ ହୁଏ ଅର୍ଥାତ୍ ଯେଉଁ ଖରିଦ୍ଦର୍ ଅନ୍ୟ ସମସ୍ତଙ୍କ ଅପେକ୍ଷା ବେଶି ଟଙ୍କା ବିକ୍ରି କରାଯାଏ]