ଡାକ ଟିକଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଡାକଟିକଟ୍, ଡାକଟିକିଲି, ଡାକଟିକିଟ୍, ଡାକଟିକିଟ୍—ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ଓ. ଡାକ+ଇଁ. ଟିକେଟ୍) ସମ୍ପାଦନା

ଡାକରେ ପଠାଯିବା ଚିଠି ଆଦି ଦୂର ଦେଶକୁ ନେବାର ପାରିଶ୍ରମିକ ପାଇଁ ପତ୍ରାଦିର ଓଜନ ଅଜୁପାତରେ ପ୍ରେରକ ଯେଉଁ ଧନ ଦିଅନ୍ତି ତହିଁ ବିନିମୟରେ ଡାକଘରୁ ମିଳିବା ରାଜଚିହ୍ନାଙ୍କିତ ଟିକଟ୍ — Postage stamps.

[ଦ୍ରଷ୍ଟବ୍ୟ —ଉପଯୁକ୍ତ ମୂଲ୍ୟର ଟିକଟ୍ ଚିଠି ଉପରେ ମରା ଥିଲେ ଉକ୍ତ ଚିଠି ଠିକଣାରେ ପହଞ୍ଚିବା ପାଇଁ ଆଉ ଅଧିକ ଖରଚା ଲାଗେ ନାହିଁ ଯେଉଁ ଚିଠି ଆଦିର ଉପରେ ଡାକ ଟିକଟ ମରା ଯାଇ ନ ଥାଏ ତାହା ବେଆରିଙ୍ଗ୍ (ବେରିଙ୍ଗ୍) ହୁଏ ଓ ସେଥିପାଇଁ ଚିଠି ପାଇବା ଲୋକ ଠାରୁ ଦୋହୋରି ଅର୍ଥ ଆଦାୟ କରାଯାଏ ]