ଡାକ ଚଉକା
ଡାକ ଚଉକା
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଡାକ ଘର (ଦେଖ) - ୧. Ḍāka ghara (See).
ଅନୁବାଦ
ସମ୍ପାଦନାଡାକ ଚଉକି, ଡାକଚୌକା, ଡାକଚୌକିଅନ୍ୟରୂପ ===
- ୨. ଯେଉଁଠାରେ ଡାକଦ୍ୱାରା ଯିବା ଆସିବା କରିବା ପାଲିକି ବା ଗାଡ଼ିର ବେହେରା ବା ଘୋଡାମାନଙ୍କର ବଦଳି ହୁଏ — ୨. A place where post- horses or post-bearers are changed.
- ୩. ଯେଉଁଠାରେ ଡାକ ରନର୍ମାନଙ୍କର ବଦଳି ହୁଏ — ୩. A place where postal-runners are renewed.