ଡାକ ଗାଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଯେଉଁ ଗାଡ଼ି, ଶଗଡ଼ ଓ ମଟର ଆଦିଦ୍ୱାରା ଡାକ ବୁହାଯାଏ —୧. Mail cart; mail- carriage; mail-van.
୨. ସାଧାରଣ ଯାତ୍ରୀ ନେବା ରେଳଗାଡ଼ିଠାରୁ ଦ୍ରୁତଗତିରେ ଚାଲିବା ରେଳଗାଡ଼ି, ଯହିଁରେ ସରକାରୀ ଡାକ ମଧ୍ୟ ବୁହାଯାଏ; ମେଲ୍ ଗାଡ଼ି — ୨. Mail train; express train.