ଡାକ ଋଷି ବଚନ
ଡାକ ଋଷି ବଚନ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାପଦ୍ୟାକାରରେ ବହୁକାଳରୁ ପ୍ରଚଳିତ କୃଷି, ବର୍ଷା, ଜ୍ୟୋତିଷ ଆଦି ସମ୍ୱନ୍ଧୀୟ ସଂକ୍ଷପ୍ତ ପ୍ରବଚନ; ପ୍ରବାଦ ବାକ୍ୟ — Some wise saying or saws about agricultre, rain astrology omens and impending famine attributed to a sage who is known by the name of Dāka.
(ଯଥା—୧ ଆଗରେ ମଙ୍ଗଳ ପଛରେ ରବି, ଘୃର ଘରକେ ପଡ଼ଇ ବୋବି)
- ୨. ବାଡ଼ି ଠୁକୁ ଠୁକୁ କାନ ନୁଡୁକା, ବାଟେ ଦ୍ୱିଜବର ଦେଖିବ ଏକା ପାଆକେ କୁମ୍ଭାର କୋଶକେ ତେଲି ଡାକ ବୋଲେ ପୁତା ନ ଯିବୁ ପେଲି
- ୩. ଉଭା, ମୁଠି, ଆଡ ଦିମୁଠି, କିଆରି ମଧ୍ୟରେ ପୋତିବୁ କାଠି ପର୍ବତ ଶିଖରେ ବୁଣିବୁ ଧାନ, ନ ହେଲେ କାଟିବୁ ଡାକର କାନ
- ୪. ହସି ପଶେ ଉଇଁ ନ ଦିଶେ ଦକ୍ଷିଣ ମେଳ ଉତ୍ତରେ ଆସେ ସଜ ଗୋବରରେ ଅଂଶେଇ ବସେ ଡାକ ବୋଲେ ପୁତା ନିଶ୍ଚେ ବରଷେ)