ଡାକ ଋଷି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କେତେକ ପ୍ରବଚନ ର଼ଚୟତା ପ୍ରାଚୀନ ଋଷିଙ୍କ କଳ୍ପିତ ନାମ —Name of a sage reputed to be the author of cetain wise saying in rhyme.

[ ଦ୍ର—ଫଳିତ ଜ୍ୟୋତିଷ, କୃଷି, ଗଣିତ, ଋତୁ, ଶୁଭାଶୁଭ— ଶକୁନ, ବୃଷ୍ଟି, ଆସନ୍ନ ଦୁର୍ଭକ୍ଷ ଆଦି ସମ୍ୱନ୍ଧେ କେତେଗୁଡିଏ ପ୍ରବଚନ ଡାକ ଋଷିଙ୍କଦ୍ୱାରା ରଚିତ ବୋଲି ଜନସାଧାରଣରେ ବିଖ୍ୟାତ ଏହିପରି ବଚନମାନ ଭାରତର ଭିନ୍ନ ଭିନ୍ନ ଅଞ୍ଚଳରେ ଓ ଭିନ୍ନ ଭିନ୍ନ ଭାଷାରେ ମଧ୍ୟ ଚଳିବାର ଦେଖାଯାଏ]