ଡାକ ଋଷି
ଡାକ ଋଷି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାକେତେକ ପ୍ରବଚନ ର଼ଚୟତା ପ୍ରାଚୀନ ଋଷିଙ୍କ କଳ୍ପିତ ନାମ —Name of a sage reputed to be the author of cetain wise saying in rhyme.
[ ଦ୍ର—ଫଳିତ ଜ୍ୟୋତିଷ, କୃଷି, ଗଣିତ, ଋତୁ, ଶୁଭାଶୁଭ— ଶକୁନ, ବୃଷ୍ଟି, ଆସନ୍ନ ଦୁର୍ଭକ୍ଷ ଆଦି ସମ୍ୱନ୍ଧେ କେତେଗୁଡିଏ ପ୍ରବଚନ ଡାକ ଋଷିଙ୍କଦ୍ୱାରା ରଚିତ ବୋଲି ଜନସାଧାରଣରେ ବିଖ୍ୟାତ ଏହିପରି ବଚନମାନ ଭାରତର ଭିନ୍ନ ଭିନ୍ନ ଅଞ୍ଚଳରେ ଓ ଭିନ୍ନ ଭିନ୍ନ ଭାଷାରେ ମଧ୍ୟ ଚଳିବାର ଦେଖାଯାଏ]