ଡାକ୍ତରି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ଲିଂ. ଡକ୍ଟର+ଓଡ଼ିଆ ପ୍ରତ୍ୟୟ ଇ)

ସମ୍ପାଦନା
୧. ପାଶ୍ଚାତ୍ୟ ଚିକିତ୍ସା ପ୍ରଣାଳୀ — ୧. The western system of medical treatmently-allopathy.
୨. ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନ — ୨. The western medical science.
୩. ଡାକ୍ତର ବ୍ୟବସାୟ — ୩. The profession of a doctor.

ବିଶେଷଣ -

ସମ୍ପାଦନା
୧. ପାଶ୍ଚାତ୍ୟ ଚିକିତ୍ସା ସମ୍ୱନ୍ଧୀୟ —୧. Relating to the western medical science; allopathic.