ଡାକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡ=ଶବ୍ଦ. ସଂସ୍କୃତ - ହୁଂକାର; ସଂସ୍କୃତ - ଦସ୍ୟୁ) ସମ୍ପାଦନା

୧. ଡକାଇତ —Dacoit; robber.
୨. ପ୍ରବଞ୍ଚକ ବ୍ୟକ୍ତି; ଠକ —୨. A swindler.
୩. ଡକାଇତି —୩. Dacoity; robbery.

ବିଶେଷଣ - ସମ୍ପାଦନା

୧ : ବିଖ୍ୟାତ —୧. Famous; notorious.

(ଯଥା—ତାଙ୍କ ନା ଭାରି ଡାକୁ )

୨ : ପ୍ରବଞ୍ଚକ —୨. Swindling.