ଡାକି ମଧ୍ୟମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଡାକିମଧ୍ୟା—ଅନ୍ୟରୂପ)

ଦେଶଜ - ବିଶେଷଣ - ସ୍ତ୍ରୀ ସମ୍ପାଦନା

ଯେଉଁ ସ୍ତ୍ରୀର କଟି ଡାକି ବା ଡମରୁର ମଧ୍ୟ ପରି ସରୁ; ଡମରୂମଧ୍ୟା — Slender-waisted (woman).


ଡାକିମଧ୍ୟମାକୁ ଡାକି ଆଣିବାକୁ ଏଠାକୁ କାହା ଭରସା— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଡ. ଗୀତ