ଡାକିଲେ ଓ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଡାକିଲେ ଶୁଣବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ନାମୋଚ୍ଚାରଣପୂର୍ବକ ଆହୃତ ବ୍ୟକ୍ତି) ଜବାବ ଦେବା — ୧. To respond to a call.
୨. (ଲକ୍ଷଣାର୍ଥ) ସଙ୍ଗେ ସଙ୍ଗେ ଅଭିପ୍ସିତ ଫଳ ପ୍ରଦାନ କରିବା — ୨. (figurative) To grant or produce the wished for result immediately.

(ଯଥା—ଆମ ବାଲୁଙ୍କେଶ୍ୱର କବିରାଜଙ୍କ ଔଷଧ ଡାକିଲେ ଓ କରେ )