ଡାକିନୀ
ଡାକିନୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଡାକ+ସ୍ତ୍ରୀ. ଈ)
ସମ୍ପାଦନା- ୧. କାଳୀଙ୍କଗଣ ବା ଅନୁଚରବିଶେଷ; ପିଶାଚୀବିଶେଷ —୧. A class of female attendants of Goddess Kāḻī.
- ୨. କୁହୁକିନୀ; ମାୟାବିନୀ ସ୍ତ୍ରୀ —୨. A sorceress.
- ୩. ଡାଙ୍କିଣୀ; ଡାହାଣୀ —୩. Witch.
ଡାକିନୀ ଲୋଭାନ୍ତି ବୋଲି ଡରୁଥାଇଁ ମନେ—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି