ଡାକିନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଡାକ+ସ୍ତ୍ରୀ. ଈ) ସମ୍ପାଦନା

୧. କାଳୀଙ୍କଗଣ ବା ଅନୁଚରବିଶେଷ; ପିଶାଚୀବିଶେଷ —୧. A class of female attendants of Goddess Kāḻī.
୨. କୁହୁକିନୀ; ମାୟାବିନୀ ସ୍ତ୍ରୀ —୨. A sorceress.
୩. ଡାଙ୍କିଣୀ; ଡାହାଣୀ —୩. Witch.

ଡାକିନୀ ଲୋଭାନ୍ତି ବୋଲି ଡରୁଥାଇଁ ମନେ—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି