ଡାକରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଡ ଧାତୁ=ଶବ୍ଦ କରିବା) ସମ୍ପାଦନା

୧. ନିମନ୍ତ୍ରଣ ୧. Invitation.
୨. ଆହ୍ୱାନ — ୨. Call.


୩. କଚେରୀ ଆଦିରେ ହାଜର ହେବା ନିମନ୍ତେ ପକ୍ଷ ବା ସାକ୍ଷୀଆଦିଙ୍କୁ ତଲବ; ସମନ —Summons to a party or witness to attend a place.

ପ୍ରତିଦିନ ସନ୍ଧ୍ୟାବେଳେ ସାଆନ୍ତାଣୀଙ୍କର ଡାକରା ଆସେ ଫକୀରମୋହନ. ଛମାଣ ଆଠଗୁଣ୍ଠ

୪. ମକଦମାର ତାରିଖ ଦିନ ପକ୍ଷମାନଙ୍କ ନାମ ଧରି ବିଚରାଳୟର ଦୁଆରମୁହଁ ପାଖେ ଚପରାସୀଦ୍ୱାରା 'ଅମୁକ ହାଜର୍ ହେ' ବୋଲି ଉଚ୍ଚୈଃସ୍ୱରରେ ଆହ୍ୱାନ — ୪. Loud call by the court-peon to a party by name at the door of a court-house on the date of a case.
୫. ମଳୁକୁ ଚିକିତ୍ସାର୍ଥ ଦେଖିବା ପାଇଁ ଯିବାକୁ କିମ୍ୱା କୌଣସି ମକଦମା ଚଳାଇବାକୁ ମଳୁ ତରଫରୁ ବା ପକ୍ଷଙ୍କ ତରଫରୁ ଡାକ୍ତର ବା ଓକିଲଙ୍କୁ ନିମନ୍ତ୍ରଣ — ୫. Professional call.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଆଶ୍ରୀର୍ବାଦଘରର ପୂର୍ବଦିନ ବର ଘରୁ କନ୍ୟାକୁ ନିମନ୍ତ୍ରଣ କରିବା ପାଇଁ ପଠାଯିବା ସଙ୍ଖୁଳା — Formal invitation sent to the father's house of a girl on the eve her coming to her husband's house for consummation.

[ ଦ୍ର—ଡାକରା ନେଇଯାଇଥିବା ଲୋକ ଝିଅର କାନ୍ଦଣା ଶୁଣି ଆସି ବର ଘରେ କହିଲେ ବର ଘରେ ଉତ୍ସବର ଆୟୋଜନ କରାଯାଏ]