ଡାକଦେଶଜ - ହାତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଡାକସେସ୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଓ. ଡାଳ+ଫାରାସୀ - ଦେହାତ୍=ଗ୍ରାମ, ମଫସଲ; ସହରରୁ ଗ୍ରାମକୁ ବା ମଫସଲକୁ ଓ ଗ୍ରାମରୁ ସହରକୁ ଯିବାଆସିବା କରୁଥିବା ଡାକର ବ୍ୟୟ ନିର୍ବାହାର୍ଥ ଏ ଶୁଳ୍କ ଆଦାୟ ହେବାରୁ ସମ୍ଭବତଃ ଏହିନାମ) ସମ୍ପାଦନା

ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଡାକ ବା ଚିଠି ନେବା ଆଣିବା ପାଇଁ ଦେଶର ଲୋକଙ୍କଠାରୁ ଗଭର୍ଣ୍ଣମେଣ୍ଟ ପୂର୍ବେ ଯେଉଁ କର ନେଉଥିଲେ — Dak-cess; a cess realised formerly by the Goverment for maintaining the postal service.