ଡାଏମନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ ଡାୟାମଣ୍ଡ୍) ସମ୍ପାଦନା

୧. ହୀରକ; ହୀରା — ୧. Diamond.
୨. ତାସର ଠିକିରି ରଙ୍ଗ — ୨. Diamond in card-play.
୩. ହୀରା ପରି କୋଣବିଶିଷ୍ଟ ହୋଇ କଟା ହୋଇଥିବା କାରୁକର୍ମ —୩. Artistic cutting made in ornaments.