ମୁଖ୍ୟ ସୂଚୀ ଦେଖିବେ

ଉଇକିଅଭିଧାନ β

ଡାଉଁରେଇବା

ଡାଉଁରେଇବା

ବିଷୟସୂଚୀ

ଓଡ଼ିଆସମ୍ପାଦନ କରନ୍ତୁ

ଉଚ୍ଚାରଣସମ୍ପାଦନ କରନ୍ତୁ


ଦେଶଜ - କ୍ରିୟାପଦ -ସମ୍ପାଦନ କରନ୍ତୁ

ଦାଉଁ ବା ସୁଯୋଗକୁ ଅପେକ୍ଷା କରିବା — To wait for an opportunity; to bide one's time.

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ -ସମ୍ପାଦନ କରନ୍ତୁ

ଧାରାବାହିକରୂପେ କୌଣସି କାର୍ଯ୍ୟ ନ କରି ଦରପନ୍ତରିଆ କରି କରିବା —To do a work in a slovenly or inperfect manner.