ଡାଉଁରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଦାଉଁ ବା ସୁଯୋଗକୁ ଅପେକ୍ଷା କରିବା — To wait for an opportunity; to bide one's time.

ପ୍ରାଦେଶିକ - (ଗଡ଼ଜାତ)କ୍ରିୟାପଦ - ସମ୍ପାଦନା

ଧାରାବାହିକରୂପେ କୌଣସି କାର୍ଯ୍ୟ ନ କରି ଦରପନ୍ତରିଆ କରି କରିବା —To do a work in a slovenly or inperfect manner.